ବିଶୁଦ୍ଧ ଗଣିତ Biṡuddha gaṇita
- ସଂ. ବି (ବିଶୁଦ୍ଧ+ଗଣିତ) (ଆଧୁନିକ ପ୍ରୟୋଗ) — ଅମିଶ୍ର ଗଣିତ; ଗଣନାମାତ୍ରରେ ଅବସ୍ଥିତ ଗଣିତ ଶାସ୍ତ୍ର — Pure or higher mathematics
- ସଂ. ବି (ବିଶୁଦ୍ଧ+ଗଣିତ) (ଆଧୁନିକ ପ୍ରୟୋଗ) — [ଦ୍ର— ବିଶୁଦ୍ଧ ଗଣିତରେ ପଦାର୍ଥ ସଙ୍ଗେ କୌଣସି ସମ୍ବନ୍ଧ ନ ରଖି କେବଳ ରାଶି ମାତ୍ର ନିରୂପଣ କରାଯାଏ।]