ବିଶୁଦ୍ଧ କବି Biṡuddha kabi

  • ଦେ. ବି (ସଂ. ବିଶୁଦ୍ଧ+କବି) — ଶୁଦ୍ଧାଶୁଦ୍ଧଜ୍ଞ କବି — A poet who knows what is correct and what is incorrect
  • ଦେ. ବି (ସଂ. ବିଶୁଦ୍ଧ+କବି) — [ଉ—ବିଶୁଦ୍ଧ କବି ହୋଇ ସେ ବନ କାବ୍ୟରୁ, ବିଶୋଧିଲେ ଦୂଷଣକୁ ଗୁଣ ପ୍ରଚାରୁ—ଭଞ୍ଜ. ବୈଦେହୀଶବିଳାସ।]