ବିଶିଷ୍ଟାର୍ଥକ Biṡishṭārthaka

  • ସଂ. ବିଣ (ବିଶିଷ୍ଟାର୍ଥ+ଅଛି ଅର୍ଥରେ କ) — ଯେଉଁ ବାକ୍ୟର ବା ଶବ୍ଦପୁଞ୍ଜର ବିଶିଷ୍ଟାର୍ଥ ଥାଏ ବା ଅଛି — Idiomatic (word or sentence)