ବିଶାଳାକ୍ଷ Biṡaḻāksha
- ସଂ. ବିଣ. ପୁଂ.—(ବହୁବ୍ରୀହି; ବିଶାଳ=ବଡ଼+ଅକ୍ଷି=ଚକ୍ଷୁଃ) — ବିଶାଳ ଚକ୍ଷୁବିଶିଷ୍ଟ; ଆକର୍ଣ୍ଣବିସ୍ତୃତ ଲୋଚନ — Having large eyes
- ସଂ. ବିଣ. ପୁଂ.—(ବହୁବ୍ରୀହି; ବିଶାଳ=ବଡ଼+ଅକ୍ଷି=ଚକ୍ଷୁଃ) — ସୁଲୋଚନା — Having graceful eyes
- ସଂ. ବି — ଶିବ — Ṡiba
- ସଂ. ବି — ଗରୁଡ଼ — Garuṟḍ̠a
- ସଂ. ବି — ବିଷ୍ଣୁ — Bishṇu