ବିଶାଳାକ୍ଷୀ Biṡāḻakshī

  • ସଂ. ବି. ସ୍ତ୍ରୀ — ଦୁର୍ଗା — Durgā
  • ସଂ. ବି. ସ୍ତ୍ରୀ — ବରସ୍ତ୍ରୀ — A graceful or excellent woman
  • ସଂ. ବି. ସ୍ତ୍ରୀ — ଯୋଗିନୀବିଶେଷ — Name of a female companion of Durgā
  • ସଂ. ବି. ସ୍ତ୍ରୀ — ନାଗଦନ୍ତୀ — A medicinal plant
  • ସଂ. ବିଣ. ସ୍ତ୍ରୀ — ବିଶାଳାକ୍ଷର ସ୍ତ୍ରୀଲିଙ୍ଗ — Feminine of Biṣāḻaksha