ବିଳୋହିବା Biḻohibā

  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — ମନକୁ ମୁଗ୍ଧ କରାଇବା; ମନ ରଞ୍ଜାଇବା — To charm; to enchant
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — ଲୋଭ ଦେଖାଇବା — To allure; to tempt
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — ପୁରସ୍କାର ବା ଉପଢ଼ୌକନ ଦେବା — To make a present
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — (ଉ—ବଧୂ ତିନିଙ୍କ ସ୍ତିରୀରତନ ଘେନି; ବିଲୋହିଲେ ଅମୂଲ୍ୟ ରତନ ତିନି—ଭଞ୍ଜ. ବୈଦେହୀଶବିଳାସ।)
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — (ବନ୍ଧୁ ଆଦିଙ୍କୁ) ସମ୍ମାନ କରିବା; ସତ୍କାର କରିବା; ଚର୍ଚ୍ଚା କରିବା — To entertain or welcome friends and guests
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — ଅନ୍ନ ଆଦି ପରଶିବା; ଦ୍ରବ୍ୟାଦି ବ୍ୟକ୍ତିମାନଙ୍କୁ ବାଣ୍ଟିବା — To distribute; to serve food
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — (ଉ—ବିଳୋହିବା ପାଇଁ ଆସ୍ଥାନ ଭବନେ, ଆସିଥିଲା ଜେମା ମହିଷୀଗହଣେ। ଅଜୟଚନ୍ଦ୍ର ଶେଷବନ୍ଦୀ ଭାରତୀ)
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — ଆଦର କରିବା — To show respect
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — ଆଦରିବା; ଗ୍ରହଣ କରିବା — To admit or accept a person or thing as one's own
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — ବରଣ କରିବା — To choose
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — ଦେବା; ବିତରଣ କରିବା — To give; to distribute
  • ଦେ. (ପଦ୍ୟ) କ୍ରି (ସଂ. ବିଲୋଭନ) — (ଉ—ବିଲୋହିଲେ ନାହିଁ ଆନେ, ବିବେକ ପ୍ରଭୁ ସମାନେ, ନାହିଁ ବସ ସିଂହାସନେ ଅଭିଷେକରେ। ଭଞ୍ଜ. ବୈଦେହୀଶବିଳାସ।)