ବିଳୋଇବା Biḻoibā

  • ଦେ. କ୍ରି—(ସଂ. ବିନୟ) — ସମ୍ମାନ କରିବା; ସ୍ୱାଗତ କରିବା — To show respect
  • ଦେ. କ୍ରି—(ସଂ. ବିନୟ) — [ଉ—ବଇ— ଦେହୀଙ୍କି ମନ୍ଦୋଦରୀ ତହିଁ; ବିଳୋଇ ରହିଲେ ଶ୍ରୀରାମ ସବଳେ ବସନ୍ତେ ଗମନେ ଯାଇ ସେ। ଭଞ୍ଜ. ବୈଦେହୀଶ ବିଳାସ]
  • ଦେ. କ୍ରି—(ସଂ. ବିନୟ) — ସମ୍ମାନନୀୟ ପ୍ରସ୍ଥାନକାରୀ ବ୍ୟକ୍ତିଙ୍କ ସଙ୍ଗେ କିଛି ଦୂର ଯିବା, ବାଟ ବଳେଇବା — 7. To accompany a respectable person to a distance and take leave of him