ବିଳେବାସୀ Biḻebāsī

  • ସଂ. ବି—(ବିଳେବାସିନ୍; 1 ମା. 1 ବ. ସଂ. ବିଳେ= ଗର୍ତ୍ତରେ+ବାସୀ=ଯେ ଗାତରେ ରହେ ବା ଯେ ବାସ କରେ) ସରୀସୃପ — Reptile
  • ସଂ. ବି—(ବିଳେବାସିନ୍; 1 ମା. 1 ବ. ସଂ. ବିଳେ= ଗର୍ତ୍ତରେ+ବାସୀ=ଯେ ଗାତରେ ରହେ ବା ଯେ ବାସ କରେ) (ଯଥା—ସାପ, ମୂଷା, ଗୋଧି ଆଦି)