ବିଳିବିଳେଇବା Biḻibiḻeibā
- ଦେ. କ୍ରି — ବାତୁଳ ପରି ପ୍ରଳାପ କରିବା — To rave like a mad man
- ଦେ. କ୍ରି — ଶୋଇବା ଅବସ୍ଥାରେ ଗପିବା, ନିଦ ବାଉଳାରେ ବକିବା — To rave while asleep
- ଦେ. କ୍ରି — (ଉ—ତେଣୁ କରନ୍ତି ଶୋକ ଉଚ୍ଚବାଣୀ, ବିଳିବିଳାଇ ସକଳ ତରୁଣୀ। ପ୍ରତାପ—ଶଶିସେଣା
- ଦେ. କ୍ରି — ଅନର୍ଥକ ବାକ୍ୟ କହିବା — To speak incoherently
- ଦେ. କ୍ରି — (ଉ— ବ୍ରହ୍ମା ବିଳିବିଳେଇଲେ ବେଦ—ଢଗ।)