ବିଳିବିଳା Biḻibiḻā

  • ଦେ. ବି — ଅନର୍ଥକ ବାକ୍ୟ ଗପିବା — Incoherent talk
  • ଦେ. ବି — ବାତୁଳ ପ୍ରଳାପ — Ravings of a mad man
  • ଦେ. ବି — ନିଦ୍ରିତ ବ୍ୟକ୍ତିର ନିଦ୍ରାବସ୍ଥାରେ ଗପିବା — Talking during sleep
  • ଦେ. ବି — ଏକପ୍ରକାର ମସ୍ତିଷ୍କବିକୃତି — Raving madness