ବିଳାସିନୀ Biḻāsinī
- ସଂ. ବି. ସ୍ତ୍ରୀ (ବି+ଲସ୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ସ୍ତ୍ରୀ; ନାରୀ — Woman
- ସଂ. ବି. ସ୍ତ୍ରୀ (ବି+ଲସ୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ବେଶ୍ୟା — Prostitute
- ସଂ. ବି. ସ୍ତ୍ରୀ (ବି+ଲସ୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ଛଇଳା; ରସିକା; ସଉକିନୀ ସ୍ତ୍ରୀ; — Coquette
- ସଂ. ବି. ସ୍ତ୍ରୀ (ବି+ଲସ୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ମନୋହର ଅଙ୍ଗଭଙ୍ଗୀ ଓ ହାବ— ଭାବରେ ପ୍ରବୀଣା ସ୍ତ୍ରୀ; ଛଇଳୀ — A woman who is expert in amorous expressions
- ସଂ. ବି. ସ୍ତ୍ରୀ (ବି+ଲସ୍ ଧାତୁ+କର୍ତ୍ତୃ. ଇନ୍+ସ୍ତ୍ରୀ. ଈ) — ଉତ୍କୃଷ୍ଟା ସ୍ତ୍ରୀ — An excellent lady