ବିଳାସପୁର Biḻāsapura

  • ଦେ. ବି — ମଧ୍ୟପ୍ରଦେଶାନ୍ତର୍ଗତ ଗୋଟିଏ ଜିଲ୍ଲା ଓ ନଗର — Bilaspure in Central Provinces
  • ଦେ. ବି — [ଦ୍ର—ଏହା ବେଙ୍ଗଳ ନାଗପୁର ରେଳବାଇର ଗୋଟିଏ ବଡ଼ ସଂଯୋଜକ ଷ୍ଟେସନ ବା ଜଙ୍କ୍ସନ। ଏଠାରେ ଭଲ ପଥରଚୂନ ଆମଦାନୀ ହୁଏ।]