ବିଳାସ ଭବନ Biḻāsa bhabana
- ସଂ. ବି ( 6 ଷ୍ଠୀ ତତ୍; ବିଳାସ+ଭବନ) — କ୍ରୀଡ଼ା — ଗୃହ — Play house; pleasure house
- ସଂ. ବି ( 6 ଷ୍ଠୀ ତତ୍; ବିଳାସ+ଭବନ) — କେଳିଗୃହ — The house of amorous enjoyments
- ସଂ. ବି ( 6 ଷ୍ଠୀ ତତ୍; ବିଳାସ+ଭବନ) — ବଇଠକଖାନା — Drawing room; parlour
- ସଂ. ବି ( 6 ଷ୍ଠୀ ତତ୍; ବିଳାସ+ଭବନ) — ନୃତ୍ୟଶାଳା; ନାଚଖାନା — Dancing hall; ball room