ବିଳାସ ପରାୟଣ Biḻāsa parāyaṇa

  • ସଂ. ବିଣ. ପୁଂ—( 7 ମୀ ତତ୍; ବିଳାସ+ପରାୟଣ= ଆସକ୍ତ) — କ୍ରୀଡ଼ାରତ — Sportive
  • ସଂ. ବିଣ. ପୁଂ—( 7 ମୀ ତତ୍; ବିଳାସ+ପରାୟଣ= ଆସକ୍ତ) — ସଉକୀ; ମଉଜୀ — Given to luxury, amusements or dalliance