ବିଲ୍ଫର୍ମ Bil-pharm

  • ବୈଦେ. ବି (ଇଂ. ବିଲ୍+ଫର୍ମ) — ବିଲ୍ ଲେଖାଯିବା ପାଇଁ ଛାପା ହୋଇଥିବା ପତ୍ର — Bill-form
  • ବୈଦେ. ବି (ଇଂ. ବିଲ୍+ଫର୍ମ) — [ଦ୍ର—ଏ ଫର୍ମରେ ବିଲ୍ରେ ଲେଖା ହେବା ପାଇଁ ଭିନ୍ନ ଭିନ୍ନ ହେଡ଼ିଙ୍ଗ ବା ଶିରୋନାମା ମୁଦ୍ରିତ ହୋଇଥାଏ। ବିଲ୍ ପୂରଣକାରୀ ଉକ୍ତ ହେଡ଼ିଙ୍ଗମାନଙ୍କ ତଳେ ଜ୍ଞାତବ୍ୟ ବିଷୟ ବା ସଂଖ୍ୟାମାନ ପୂରଣ କରନ୍ତି।]