ବିଲ୍ଟି କରିବା Bil-ṭi karibā

  • ଦେ. କ୍ରି — (ଜାହାଜର ବା ରେଳର ଭାରପ୍ରାପ୍ତ କର୍ମଚାରୀ) ପ୍ରେରକଠାରୁ ପ୍ରେରିତ ଦ୍ରବ୍ୟ ଗ୍ରହଣ କରି ତାକୁ ପ୍ରାପ୍ତିସ୍ୱୀକାର ପତ୍ର ଦେବା — To grant a bill of lading or railway receipt for goods entrusted to a steamer or railway for carriage
  • ଦେ. କ୍ରି — (ପ୍ରେରିତ ଦ୍ରବ୍ୟର ପ୍ରେରକ) ପ୍ରେରିତ ଦ୍ରବ୍ୟକୁ ଜାହାଜରେ ବା ରେଳରେ ବୋଝାଇ କରାଇବା ପରେ ଅଧ୍ୟକ୍ଷଙ୍କଠାରୁ ରସିଦ ନେବା — To get a bill of lading or receipt for goods consigned to a carrier of goods