ବିଲ୍କୁଲ୍ Bil-kul

  • ବୈଦେ. କ୍ରି. ବିଣ ଓ ବିଣର ବିଣ—(ଫା. ବିଲ୍=ଏମନ୍ତକି; କୁଲ୍=ସମଦାୟ) — ସମ୍ପୂର୍ଣ୍ଣରୂପେ; ବିବାକ୍; ସମସ୍ତ — Wholly; all; entirely
  • ବୈଦେ. କ୍ରି. ବିଣ ଓ ବିଣର ବିଣ—(ଫା. ବିଲ୍=ଏମନ୍ତକି; କୁଲ୍=ସମଦାୟ) — [ଉ—ଛୋଟା ମିଆଁ ପନ୍ଦର ବର୍ଷ ମଧ୍ୟରେ ପାରସ୍ୟ ଭାଷାର ବିଲ୍କୁଲ ବର୍ଣ୍ଣମାଳା ଓ ବନାନ ଶିଖି ପକାଇ— ଥିଲେ। ଫକୀରମୋହନ ଛମାଣ ଆଠଗୁଣ୍ଠ।]
  • ବୈଦେ. ବିଣ — ସମୁଦାୟ — Whole; all of
  • ବୈଦେ. ବିଣ — [ଯଥା—ତା ବିଲକୁଲ୍ ଦିହ ଘାଆ ହୋଇଛି।]
  • ପ୍ରାଦେ — (ସମ୍ବଲପୁର) ଅ. ନିଶ୍ଚୟ — Certainly; surely
  • ପ୍ରାଦେ — [ଯଥା—ଆଜି ବିଲକୁଲ୍ ମେଘ ବର୍ଷିବ।]