ବିଲ୍ ସର୍କାର Bil-sar-kār

  • ବୈଦେ. ବି (ଇଂ. ବିଲ୍+ ଫା. ସର୍କାର୍) — ଯେଉଁ ଲୋକ ଦାବୀଦାରଙ୍କଠାରୁ ପାଉଣାଦାର୍— ମାନଙ୍କ ନିକଟକୁ ବିଲ୍ମାନ ନେଇ ଟଙ୍କା ଆଦାୟ କରନ୍ତି — Bill agent; a bill sarkar