ବିଲ୍ ଭଙ୍ଗେଇ Bil-bhaṅgei
- ଦେ. ବି (ଇଂ. ବିଲ୍+ସଂ. ଭଞ୍ଜ୍ ଧାତୁ) — ପାଶ୍ ହୋଇଥିବା ବିଲ୍ ଦାଖଲ ପୂର୍ବକ ଟଙ୍କା ଦେବାବାଲାଙ୍କଠାରୁ ଉକ୍ତ ବିଲ୍ ବାବତ୍ ଟଙ୍କା ଆଣିବା — Encashment of a bill passed for payment
- ଦେ. ବି (ଇଂ. ବିଲ୍+ସଂ. ଭଞ୍ଜ୍ ଧାତୁ) — ବିଲ୍ ବାବତ୍ ଟଙ୍କା ପାଇବା— ପାଇଁ ଗ୍ରାହକଙ୍କୁ ଯେଉଁ କମିସନ୍ ଦେବାକୁ ପଡ଼େ — Commission charged by the payer of a bill for cashing a bill