ବିଲ୍ ଭଙ୍ଗେଇବା Bil-bhaṅgeibā

  • ଦେ. କ୍ରି — ମଞ୍ଜୁର ହୋଇଥିବା ବିଲ୍ ଅର୍ଥ— ଦାତାଙ୍କଠାରେ ଦାଖଲ କରି ତାଙ୍କଠାରୁ ଟଙ୍କା ଆଣିବା — To get payment for a passed bill