ବିଲୋଡ଼ିତ Biloṟḍ̠ita

  • ସଂ. ବିଣ [ବି+ଲୁଡ଼୍ ଧାତୁ (ଣିଚ)+କର୍ମ. ତ] — ମଥିତ; ଆଲୋଡ଼ିତ, ଘୋଟା ଯାଇଥିବା — Churned; agitated; pounded
  • ସଂ. ବିଣ [ବି+ଲୁଡ଼୍ ଧାତୁ (ଣିଚ)+କର୍ମ. ତ] — ତକ୍ର ଘୋଳଦହି — Churned milk; buttermilk