ବିଲୋପ Bilopa

  • ସଂ. ବି (ବି+ଲୋପି ଧାତୁ=ଲୋପ କରିବା+ଭାବ. ଅ) — ଲୋପ — Obliteration
  • ସଂ. ବି (ବି+ଲୋପି ଧାତୁ=ଲୋପ କରିବା+ଭାବ. ଅ) — ଧ୍ୱଂସ; ବିନାଶ; ଉଚ୍ଛେଦ — Ruin; destruction; overthrown
  • ସଂ. ବି (ବି+ଲୋପି ଧାତୁ=ଲୋପ କରିବା+ଭାବ. ଅ) — ତିରୋଭାବ — Disappearance
  • ସଂ. ବି (ବି+ଲୋପି ଧାତୁ=ଲୋପ କରିବା+ଭାବ. ଅ) — ମୃତ୍ୟୁ — Death
  • ଦେ. ବିଣ — ଲୁକାୟିତ — Concealed; hidden
  • ଦେ. ବିଣ — (ଉ—ବିଲୋପ ନୋହିବୁ ରସବତୀ ପୁରତମେ— ଭଞ୍ଜ. ବୈଦେହୀଶବିଳାସ।)