ବିଲୋପକ Bilopaka

  • ସଂ. ବିଣ. ପୁଂ (ବି+ଲୁପ ଧାତୁ ଣିଚ୍, ଲୋପି ଧାତୁ+କର୍ତ୍ତୃ. ଅକ) — ବିନାଶକ — Destructive; ruinous
  • ସଂ. ବିଣ. ପୁଂ (ବି+ଲୁପ ଧାତୁ ଣିଚ୍, ଲୋପି ଧାତୁ+କର୍ତ୍ତୃ. ଅକ) — ନେଇକରି ଯେ ପଳାଏ — Fleeing away after taking a thing