ବିଲୋକିବା Bilokibā

  • ଦେ (ପଦ୍ୟ) କ୍ରି (ସଂ. ବି+ଲୋକ୍ ଧାତୁ) — ଦେଖିବା — To see
  • ଦେ (ପଦ୍ୟ) କ୍ରି (ସଂ. ବି+ଲୋକ୍ ଧାତୁ) — (ଉ—ବିଲୋକି ଯା ମତେ ଉଠି ଲାଜସ୍ମିତେ। କବିସୂର୍ଯ୍ୟ. ସଙ୍ଗୀତ।)