ବିଲୁଆଣୀ Biluāṇī

  • ଗ୍ରାମ୍ୟ. ବି. ସ୍ତ୍ରୀ — ମାଈ ବିଲୁଆ — A she-jackal
  • ଗ୍ରାମ୍ୟ. ବି. ସ୍ତ୍ରୀ — (ଉ—ବିଲୁଆ ବିଲୁଆଣୀ ତାକୁ ଖାଇ ସାରି, ବରଷା ଶେଷ ଦେଖି ଦରିରୁ ବାହାରି। କୃଷ୍ଣସିଂହ. ମହାଭାରତ ଶାନ୍ତି)