ବିଲୁଆ ନନା Biluā nanā

  • ଦେ. ବି. ପୁଂ — (ଶିଶୁ ଗୀତ) ବିଲୁଆ ପ୍ରତି ଶିଶୁମାନଙ୍କର ଆଦର ସମ୍ବୋଧନ — (Nursery rhyme) A term of endearment addressed to the jackal by children
  • ଦେ. ବି. ପୁଂ — (ଉ—ବିଲୁଆ ନନା । ଘର ପୋଡ଼ି ଗଲା ପଛକୁ ଅନା—ଶିଶୁଗୀତ)