ବିଲୁଆ ମୂଷା Biluā mūshā
- ଦେ. ବି — ମୂଷାବିଶେଷ — Mouse frequenting paddy fields
- ଦେ. ବି — [ଦ୍ର—ଏମାନେ ବିଲରେ ପାଚିଥିବା ଧାନ ଗଛରୁ ଧାନ ଅପହରଣ କରି ବିଲ ନିକଟରେ ଗାତ କରି ସେଠାରେ ରଖନ୍ତି। ଗୋଟିଏ ଗୋଟିଏ ବିଲୁଆ ମୂଷାଙ୍କ ଗାତ ଖୋଳିଲେ ଗାତ ମଧ୍ୟରୁ 5 ଗୌଣୀ ପର୍ଯ୍ୟନ୍ତ ଅପହୃତ ଧାନ ବାହାରିବାର ଦେଖା ଯାଇଅଛି।] — [ଦ୍ର—ଏମାନେ ବିଲରେ ପାଚିଥିବା ଧାନ ଗଛରୁ ଧାନ ଅପହରଣ କରି ବିଲ ନିକଟରେ ଗାତ କରି ସେଠାରେ ରଖନ୍ତି ଗୋଟିଏ ଗୋଟିଏ ବିଲୁଆ ମୂଷାଙ୍କ ଗାତ ଖୋଳିଲେ ଗାତ ମଧ୍ୟରୁ5ଗୌଣୀ ପର୍ଯ୍ୟନ୍ତ ଅପହୃତ ଧାନ ବାହାରିବାର ଦେଖା ଯାଇଅଛି]