ବିଲୁଆ କଙ୍କଡ଼ା Biluā kaṅkaṟḍ̠ā

  • ଦେ. ବି — ବର୍ଷାକାଳରେ ଯେଉଁ କଙ୍କଡ଼ାମାନେ ଧାନ ବିଲରେ ଗାତ କରି ରହନ୍ତି — Crabs frequenting paddy fields during the rains
  • ଦେ. ବି — [ଦ୍ର—ଏମାନେ ସାଧାରଣତଃ ପୋଖରୀରେ ଥିବା ମାଣ୍ଡିଆ କଙ୍କଡ଼ାଙ୍କଠାରୁ ଛୋଟ ଓ ଫକା ଧଳା।
  • ଦେ. ବି — ଧାନ କଟା ହେବା ପରେ ମଧ୍ୟ ଶୁଖିଲା ବିଲରେ ଗାତ ଖୋଳିଲେ ଏ କଙ୍କଡ଼ାମାନେ ମୃତ୍ତିକା ନିମ୍ନଦେଶରେ ଥିବାର ଦେଖାଯାନ୍ତି।]