ବିଲିମ୍ବି Bilimbi
- ବୈଦେ. ବି—(ମାଲକ୍କାଦ୍ୱୀପ ଭାଷା—ବିଲିମ୍ବା; ତୁଳନାକର ସଂ. ବିଲମ୍ବିତ; ଏଥିର ଫଳମାନ ଡେମ୍ଫରୁ ଲମ୍ବିଥାଏ) — କରମଙ୍ଗାଜାତୀୟ ଛୋଟ ତରୁ — Averrhoa Bilimbi (tree)
- ବୈଦେ. ବି—(ମାଲକ୍କାଦ୍ୱୀପ ଭାଷା—ବିଲିମ୍ବା; ତୁଳନାକର ସଂ. ବିଲମ୍ବିତ; ଏଥିର ଫଳମାନ ଡେମ୍ଫରୁ ଲମ୍ବିଥାଏ) — [ଦ୍ର—ଏଥିର ଫଳ କରମଙ୍ଗା ଆକାରର; କିନ୍ତୁ ଫଳର କୋଣମାନ କରମଙ୍ଗା ପରି ଦାଢୁଆ ବା ଉଚ୍ଚ ନୁହେଁ। ଫଳ କରମଙ୍ଗା ପରି ସ୍ୱାଦୁ। ଗଛର ଗଣ୍ଡିରୁ ସରୁ ଡେମ୍ଫମାନ ବାହାରେ ଓ ପ୍ରତି ଡେମ୍ଫରେ 8।10 ଟି ଫଳ ଲମ୍ବିଥାଏ। ଏ ଗଛର ଆଦିବାସ ମାଲକା ଦ୍ୱୀପରେ। ଏହାକୁ ଭାରତର ଗଛସଉକିମାନେ ଆଣି ବଗିଚାରେ ଲଗାଇଅଛନ୍ତି—ଯୋଗେଶ୍ଚନ୍ଦ୍ର] — [ଦ୍ର—ଏଥିର ଫଳ କରମଙ୍ଗା ଆକାରର; କିନ୍ତୁ ଫଳର କୋଣମାନ କରମଙ୍ଗା ପରି ଦାଢୁଆ ବା ଉଚ୍ଚ ନୁହେଁ ଫଳ କରମଙ୍ଗା ପରି ସ୍ୱାଦୁ ଗଛର ଗଣ୍ଡିରୁ ସରୁ ଡେମ୍ଫମାନ ବାହାରେ ଓ ପ୍ରତି ଡେମ୍ଫରେ810ଟି ଫଳ ଲମ୍ବିଥାଏ ଏ ଗଛର ଆଦିବାସ ମାଲକା ଦ୍ୱୀପରେ ଏହାକୁ ଭାରତର ଗଛସଉକିମାନେ ଆଣି ବଗିଚାରେ ଲଗାଇଅଛନ୍ତି—ଯୋଗେଶ୍ଚନ୍ଦ୍ର]