ବିଲିବିଲା Bilibilā

  • ଦେ. ବିଣ (ସଂ. ବି+ଲାବଣ୍ୟ) — କୁତ୍ସିତ; ଅସୁନ୍ଦର — Nasty; disfigured; slovenly
  • ଦେ. ବିଣ (ସଂ. ବି+ଲାବଣ୍ୟ) — ଅସୁନ୍ଦରରୂପେ ଚିତ୍ରିତ ବା ଲିଖିତ — Painted or written in a clumsy or slovenly fashion