ବିଲିବିଲା କରିବା Bilibilā karibā
- ଦେ. କ୍ରି — ଟିକିଟିକି କରି ଚିରିଦେବା — To tear into splinters or rags
- ଦେ. କ୍ରି — ବିରାଡ଼ିଛୁଆଙ୍କୁ ମାଆ ଉପର୍ଯ୍ଯୁପରି ସ୍ଥାନାନ୍ତର କରିବା ପରି କୌଣସି ବସ୍ତୁକୁ ଉପର୍ଯ୍ଯୁପରି ସ୍ଥାନାନ୍ତର କରିବା — To remove a thing repeatedly from one place to another