ବିଲାତି ଶିଶୁ Bilāti ṡiṡu

  • ଦେ. ବି — ଶିଶୁ ଜାତୀୟ ବନ୍ୟ ବୃକ୍ଷବିଶେଷ — A kind of timber tree; Sapium Sebiferum; the Chinese Tallow tree
  • ଦେ. ବି — [ଦ୍ର—ଏହା ଶିଶୁ ଗଛ ପରି। — Hainesଙ୍କ ମତରେ ଏହା ଆମେରିକାର ବୃକ୍ଷ]