ବିଲାତି ମଦ Bilāti mada

  • ଦେ. ବି — ବରାଣ୍ଡି; ବିଲାତି ବା ବିଦେଶରୁ ଆମ ଦେଶକୁ ଆମଦାନି କରାଯାଉଥିବା ମଦ — Brandy; foreign liquors
  • ଦେ. ବି — (ଦ୍ର—ଏ ଦେଶରେ ଚାଉଳ ସିଝା ଆଦିରୁ ବୈଜ୍ଞାନିକ ପ୍ରକ୍ରିୟାରେ ବାହାର କରାଯାଉଥିବା ମଦକୁ ଅରଖି ବୋଲାଯାଏ।)