ବିଲାତି ଖାଆଣା Bilāti khā-āṇā

  • ଦେ. ବି — ସାହାବାନି ଢଙ୍ଗରେ ଭୋଜନ — European dinner
  • ଦେ. ବି — ବିଦେଶରୁ ପ୍ରସ୍ତୁତ ହୋଇ ଆସିଥିବା ଖାନା — Dinner or prepared food imported from foreign countries