ବିଲାତି କସ Bilatī kasa
- ପ୍ରାଦେ. (ସମ୍ବଲପୁର)—ବି — ବୃକ୍ଷବିଶେଷ — A kind of tree
- ପ୍ରାଦେ. (ସମ୍ବଲପୁର)—ବି — [ଦ୍ର—ଏହା ଉଚ୍ଚରେ 10 ଫୁଟ୍ ହୁଏ; ଫଳ କଣ୍ଟାଳିଆ; ମଞ୍ଜି ଖୁବ୍ ନାଲ; ଏହାକୁ ପାଣିରେ ଗୋଳି ଲୁଗା ରଙ୍ଗାନ୍ତି।] — [ଦ୍ର—ଏହା ଉଚ୍ଚରେ10ଫୁଟ୍ ହୁଏ; ଫଳ କଣ୍ଟାଳିଆ; ମଞ୍ଜି ଖୁବ୍ ନାଲ; ଏହାକୁ ପାଣିରେ ଗୋଳି ଲୁଗା ରଙ୍ଗାନ୍ତି]