ବିଲାତ ଫେରତା Bilāt pheratā

  • ବୈଦେ. ବି — ଯେଉଁ ଭାରତୀୟ ବ୍ୟକ୍ତି ବିଲାତ୍ ବା ଇଂଲଣ୍ଡରେ କିଛି କାଳ ରହିବା ପରେ ଦେଶକୁ ଫେରି ଆସିଛି — England-returned Indian
  • ବୈଦେ.ବିଣ — ବିଲାତକୁ ଯାଇ ସେ ଦେଶରୁ ଫେରି ଆସିଥିବା — Returned from England