ବିଲମ୍ବିତ Bilambita

  • ସଂ. ବିଣ—(ବି+ଲମ୍ବ ଧାତୁ+କର୍ତ୍ତୃ. ଇତ) — ଲମ୍ବିତ; ଲମ୍ବମାନ — Hanging
  • ସଂ. ବିଣ—(ବି+ଲମ୍ବ ଧାତୁ+କର୍ତ୍ତୃ. ଇତ) — ଝୁଲୁଥିବା — Dangling