ବିଲଙ୍ଘିବା Bilaṅghibā

  • ଦେ. କ୍ରି (ପଦ୍ୟ) (ସଂ. ବିଲଙ୍ଘନ) — ଉଲ୍ଲଙ୍ଘନ କରିବା; ଉପରେ ଡେଇଁବା — To jump over
  • ଦେ. କ୍ରି (ପଦ୍ୟ) (ସଂ. ବିଲଙ୍ଘନ) — [ଉ—ବେଗରେ ବିଲଙ୍ଘନ କରି ସିନ୍ଧୁ ଯେ— ଭଞ୍ଜ. ବୈଦେହୀଶବିଳାସ]