ବିଲ ବାଳୁଙ୍ଗା Bilabāḻuṅgā

  • ଦେ. ବି — ବାଳୁଙ୍ଗା; ଧାନବିଲରେ ଧାନ ଗଛରୁ ଝଡ଼ି ପଡ଼ିଥିବା ଧାନରୁ ପର ବର୍ଷ ଯେଉଁ ଗଛ ହୁଏ ତହିଁରୁ ଉତ୍ପନ୍ନ ଧାନ; ରାହାଡ଼ି — Paddy growing in fields without regular sowing