ବିର୍ଝିବା Bir-jhibā

  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବିରକ୍ତ) — ବିରକ୍ତ ହେବା — To be displeased
  • ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. ବିରକ୍ତ) — ଚିଡ଼ିବା — To fret; to be irritated