ବିର୍ଝାଇବା Bir-jhāibā

  • ପ୍ରାଦେ. (ସମ୍ବଲପୁର) କ୍ରି — ଖତେଇହେବା — To make faces
  • ପ୍ରାଦେ. (ସମ୍ବଲପୁର) କ୍ରି — ଖେଙ୍କିବା — To snarl
  • ପ୍ରାଦେ. (ସମ୍ବଲପୁର) କ୍ରି — ଚିଡ଼ାଇବା — To irritate a person