ବିରୋବାଏ Birobāe

  • ପ୍ରାଦେ. (ସମ୍ବଲପୁର) ବି—(ତୁଳ. ହି. ବିରୋବାନ୍) — ଭୂତ; ତାନ୍ତ୍ରିକ ପ୍ରୟୋଗଦ୍ୱାରା କୌଣସି ବ୍ୟକ୍ତିର ଗୃହକୁ ପ୍ରେରିତ ଅତ୍ୟାଚାରକ ଭୂତ — An evil spirit sent to a person's house by means of magical charms