ବିରୋଧୋକ୍ତି Birodhokti

  • ସଂ. ବି—(ମ. ପ. ଲୋ; ବିରୋଧଜନକ ଉକ୍ତି; ବିରୋଧ+ଉକ୍ତି) — ବିରୋଧାଭାସ (ଦେଖ) — Birodhābhāsa (See)
  • ସଂ. ବି—(ମ. ପ. ଲୋ; ବିରୋଧଜନକ ଉକ୍ତି; ବିରୋଧ+ଉକ୍ତି) — କଟୁ କଥା — Harsh speech
  • ସଂ. ବି—(ମ. ପ. ଲୋ; ବିରୋଧଜନକ ଉକ୍ତି; ବିରୋଧ+ଉକ୍ତି) — [ଉ—ବିରୋଧେକ୍ତି ନ ଭାଷିବେ ଅନୁରୋଧରୁ—ଭଞ୍ଜ. ବୈଦେହୀଶବିଳାସ।]
  • ସଂ. ବି—(ମ. ପ. ଲୋ; ବିରୋଧଜନକ ଉକ୍ତି; ବିରୋଧ+ଉକ୍ତି) — ବିପ୍ରଳାପ (ଦେଖ) — Bipraḻāapa (See)
  • ସଂ. ବି—(ମ. ପ. ଲୋ; ବିରୋଧଜନକ ଉକ୍ତି; ବିରୋଧ+ଉକ୍ତି) — ଅନର୍ଥକ ବିବାଦ (ଶବ୍ଦ କଳ୍ପଦ୍ରୂମ) — Vain dispute