ବିରୋଧିବା Birodhibā

  • ଦେ. କ୍ରି (ପଦ୍ୟ) (ସଂ. ବି+ରୁଧ୍ ଧାତୁ) — ବିରୋଧ କରିବା — To obstruct
  • ଦେ. କ୍ରି (ପଦ୍ୟ) (ସଂ. ବି+ରୁଧ୍ ଧାତୁ) — ନିଷେଧ କରିବା; ମନା କରିବା — To forbid
  • ଦେ. କ୍ରି (ପଦ୍ୟ) (ସଂ. ବି+ରୁଧ୍ ଧାତୁ) — [ଉ—ବିରୋଧିରେ ଶୁଣି ସେ ବାଣୀ ଲକ୍ଷ୍ମଣ, କି ବିଭା ନ ଜାଣି ଜନକ। ଭଞ୍ଜ. ବୈଦେହୀଶବିଳାସ।]