ବିରୁଦ୍ଧ Biruddha

  • ସଂ. ବିଣ—(ବି+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ପ୍ରତିକୂଳ; ବିପରୀତ — Opposite; opposed to; hostile to
  • ସଂ. ବିଣ—(ବି+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ଆବଦ୍ଧ — Confined; shut up
  • ସଂ. ବିଣ—(ବି+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ) — ବିଦ୍ୱେଷ୍ଟା; ବିରୋଧୀ — Antagonistic