ବିରିଜା Birijā

  • ଗ୍ରା. ବିଣ. ପୁଂ — ଚିଡ଼ଲ — Surly; peevish
  • ଗ୍ରା. ବି. ସ୍ତ୍ରୀ—(ନାମ) (ସଂ. ବିରଜା) — ଯାଜପୁରରେ ପ୍ରତିଷ୍ଠିତା ବିରଜା ଠାକୁରାଣୀ — Name of the Goddess Birajā at Jajpur (in Orissa)