ବିରିକ୍ତ Birikta

  • ସଂ. ବିଣ. (ବି+ରିଚ୍ ଧାତୁ=ମଳ ତ୍ୟାଗ କରିବା+କର୍ତ୍ତୃ. ନୀ) — ବିରେଚନ ବିଶିଷ୍ଟ; ଯାହାର ଅନେକ ଝାଡ଼ା ହୋଇଅଛି — One has passed copious stools; with the bowels completely evacuated