ବିରିକତିଆ Birikatiā
- ଗ୍ରା. ବିଣ—(ସଂ. ବିରକ୍ତି କର) — ବିରକ୍ତିପୂର୍ଣ୍ଣ — Full of displeasure
- ଗ୍ରା. ବିଣ—(ସଂ. ବିରକ୍ତି କର) — ବିରକ୍ତିଜନକ — Causing displeasure; vexatious
- ଗ୍ରା. ବିଣ—(ସଂ. ବିରକ୍ତି କର) — (ଯଥା, ଏ କାମ ଭାରି ବିରିକତିଆ ଲାଗୁଛି।)
- ଗ୍ରା. ବିଣ—(ସଂ. ବିରକ୍ତି କର) — ତୁଚ୍ଛା ବସି ରହିବା ଯୋଗୁଁ ଅବସାଦଜନକ — Tedious