ବିରି ବଡ଼ି Biri baṟḍ̠i
- ଦେ. ବି — ବିଭିନ୍ନ ଆକୃତି ବିଶିଷ୍ଟ ବଟା ବିରିର ଆତପଶୁଷ୍କ ବର୍ତ୍ତୃଳ ପିଣ୍ଡ (ଏହା ବ୍ୟଞ୍ଜନ ରୂପେ ବ୍ୟବହୃତ ହୁଏ) — Sun-dried balls of Biri paste used for curry
- ଦେ. ବି — [ଦ୍ର—ବିରି ବଟା ସଙ୍ଗେ ପାଣିକଖାରୁ ବାଟି ବଡ଼ି ପ୍ରସ୍ତୁତ କଲେ ତାକୁ କଖାରୁ ବଡ଼ି, ବୋଇତି କଖାରୁ ଆଦିର ମଞ୍ଜି ଦେଲେ ତାକୁ ମଞ୍ଜି ବଡ଼ି; ରାଶି ଦେଲେ ରାଶି ବଡ଼ି, ମୂଳା ଦେଲେ ମୂଳା ବଡ଼ି ବୋଲାଯାଏ।]