ବିରି ବଡ଼ା Biri baṟḍ̠ā

  • ଦେ. ବି. (ସଂ. ବ୍ରୀହି+ବଟକ) — ବିରି ବଟାରୁ ପ୍ରସ୍ତୁତ ଘୃତ ବା ତୈଳପକ୍ୱ ବର୍ତ୍ତୁଳ ମୋଟ ପିଠା — Thick flat cakes of Biri-paste fried in ghee or oil